Swain Subha Narayan 2025-03-19
ନମସ୍କାର ସାର୍,
ଏଇ ମାର୍ଚ୍ଚ ମାସରେ କବିତା. ଲାଇଭ୍ ରେ ଗୋଟିଏ କବିତା ପ୍ରକାଶିତ ହୋଇଛି " ପସରା ବିକୁଥିବା ଝିଅ " । ଅନୁରୋଧ, ଯଦି ସମ୍ଭବ ହୁଏ ଏହି କବିତା ଶୀର୍ଷକଟିକୁ ବଦଳାଇ " ପସରାରେ ବିକୁଥିବା ଝିଅ " କରି ଦିଅନ୍ତୁ। ପ୍ରଥମ ଶିର୍ଷକଟି ଭୁଲ୍ ଅଛି। କାରଣ ପସରା ବିକ୍ରୟ ପାଇଁ ଏକ ବସ୍ତୁ ନୁହେଁ, ଏହା ସୁଲଭ ମୂଲ୍ୟରେ ବସ୍ତୁକୁ ବିକିବା ପାଇଁ ଏକ ସାଧନ। ଗାଁ ଗହଳିରେ ଛୋଟ ଛୋଟ ପରିବା ବେପାରି, ଶୁଖୁଆ ବେପାରି, ବୁଢ଼ା ଶଂଖାରୀ ମାନେ ପସରା ମେଲି ବସନ୍ତି ସାମଗ୍ରୀର ବିକ୍ରି ପାଇଁ
ଧନ୍ୟବାଦ ସହ
ଶୁଭ ନାରାୟଣ ସ୍ବାଇଁ
ସମ୍ପର୍କ : 8480196532